1 ମୋ' ଯୌବନଠାରୁ ସେମାନେ।

2 ମୋ' ଯୌବନଠାରୁ ସେମାନେ ଅନେକ ଥର ମୋତେ।

3 କୃଷକମାନେ ମୋ' ପୃଷ୍ଠଦେଶରେ ହଳ ବୁଲାଇଲେ;

4 ସଦାପ୍ରଭୁ ଧର୍ମମୟ;

5 ସିୟୋନକୁ ଘୃଣା କରିବା ଲୋକସମସ୍ତେ ଲଜ୍ଜିତ ହୋଇ।

6 ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ।

7 ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ, ଅବା ବିଡ଼ାବନ୍ଧନ-।

8 କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ।