1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୁକ୍ତି କରେ;

2 ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ;

3 ମୋହର ଆତ୍ମା ମୋ' ଅନ୍ତରରେ ଉଦ୍‍ବିଗ୍ନ ହେବା।

4 ମୋ' ଦକ୍ଷିଣ ପାଶ୍ୱର୍ ନିରୀକ୍ଷଣ କରି ଦେଖନ୍ତ ମୋତେ।

5 ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୁକ୍ତି କରେ;

6 ମୋ' କାକୁକ୍ତିରେ ମନୋଯୋଗ କରନ୍ତ କାରଣ ମୁଁ।

7 କାରାଗାରରୁ ମୋ' ପ୍ରାଣ ଉଦ୍ଧାର କର, ତହିଁରେ ମୁଁ।