1 ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ।
2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ?
4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ;
5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ।
6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ବେଷଣ କରନ୍ତି,
7 ହେ ନଗରଦ୍ୱାରସକଳ, ମସ୍ତକ ଟେକ;
8 ଗୌରବମୟ ରାଜା କିଏ ?
9 ହେ ନଗରଦ୍ୱାରସକଳ, ମସ୍ତକ ଟେକ;
10 ଏହି ଗୌରବମୟ ରାଜା କିଏ ?