1 ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ।

2 ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ।

3 ହେ ପ୍ରଭୋ, ମୋ' ପ୍ରତି ଦୟାଳୁ ହୁଅନ୍ତ କାରଣ ମୁଁ।

4 ଆପଣା ଦାସର ପ୍ରାଣ ଆନନ୍ଦିତ କରନ୍ତ।

5 ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା।

6 ହେ ସଦାପ୍ରଭୋ, ମୋ' ପ୍ରାର୍ଥନାରେ କର୍ଣ୍ଣପାତ କର।

7 ମୋହର ସଙ୍କଟ ଦିନରେ ମୁଁ ତୁମ୍ଭଙ୍କୁ ଡାକିବି;

8 ହେ ପ୍ରଭୋ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କେହି।

9 ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ।

10 କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ ।

11 ହେ ସଦାପ୍ରଭୋ, ତୁମ୍ଭର ପଥ ମୋତେ ଶିଖାଅ,

12 ହେ ପ୍ରଭୋ, ମୋ' ପରମେଶ୍ୱର, ମୁଁ ସର୍ବାନ୍ତଃ-।

13 କାରଣ ମୋ' ପ୍ରତି ତୁମ୍ଭର ଦୟା ମହତ୍‍;

14 ହେ ପରମେଶ୍ୱର, ଅହଙ୍କାରୀମାନେ ମୋ' ବିରୁଦ୍ଧରେ।

15 ମାତ୍ର ହେ ପ୍ରଭୋ, ତୁମ୍ଭେ ସ୍ନେହଶୀଳ ଓ କୃପାବାନ।

16 ଆହେ, ମୋ' ପ୍ରତି ଫେର ଓ ମୋତେ ଦୟା କର;

17 ମୋତେ ମଙ୍ଗଳାର୍ଥକ ଲକ୍ଷଣ ଦେଖାଅ; ତହିଁରେ।